ମାଥିଉ 17:26 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT26 ସେ ବିଦେଶୀମାନଙ୍କଠାରୁ ବୋଲି କହନ୍ତେ ଯୀଶୁ ତାହାଙ୍କୁ କହିଲେ, “ତେବେ ତ ପୁତ୍ରମାନେ ମୁକ୍ତ। Viz kapitolaପବିତ୍ର ବାଇବଲ (Re-edited) - (BSI)26 ସେ ବିଦେଶୀମାନଙ୍କଠାରୁ ବୋଲି କହନ୍ତେ, ଯୀଶୁ ତାଙ୍କୁ କହିଲେ, ତେବେ ତ ପୁତ୍ରମାନେ ମୁକ୍ତ। Viz kapitolaଓଡିଆ ବାଇବେଲ26 ସେ ବିଦେଶୀମାନଙ୍କଠାରୁ ବୋଲି କହନ୍ତେ ଯୀଶୁ ତାହାଙ୍କୁ କହିଲେ, ତେବେ ତ ପୁତ୍ରମାନେ ମୁକ୍ତ । Viz kapitolaପବିତ୍ର ବାଇବଲ (CL) NT (BSI)26 ପିତର କହିଲେ, “ବିଦେଶୀମାନେ”। ଯୀଶୁ କହିଲେ, “ତା’ମନେ ରାଜ୍ୟର ପ୍ରଜାମାନେ କର ଭାରରୁ ମୁକ୍ତି? Viz kapitolaପବିତ୍ର ବାଇବଲ26 ପିତର ଉତ୍ତର ଦେଲେ, “ରାଜାମାନେ ଅନ୍ୟମାନଙ୍କର ସନ୍ତାନସନ୍ତତିଙ୍କଠାରୁ କରଆଦାୟ କରନ୍ତି।” ଯୀଶୁ ତାହାଙ୍କୁ କହିଲେ, “ତା'ର ଅର୍ଥ ରାଜାଙ୍କ ସନ୍ତାନମାନଙ୍କୁ କର ଦେବାକୁ ପଡ଼େ ନାହିଁ। Viz kapitola |