ମାଥିଉ 17:14 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 ପରେ ସେମାନେ ଲୋକମାନଙ୍କ ନିକଟକୁ ଆସନ୍ତେ ଜଣେ ଲୋକ ତାହାଙ୍କ ନିକଟକୁ ଆସି ଆଣ୍ଠୋଇପଡ଼ି କହିଲା, Viz kapitolaପବିତ୍ର ବାଇବଲ (Re-edited) - (BSI)14 ପରେ ସେମାନେ ଲୋକସମୂହ ନିକଟକୁ ଆସନ୍ତେ, ଜଣେ ଲୋକ ତାହାଙ୍କ ପାଖକୁ ଆସି ଆଣ୍ଠୋଇପଡ଼ି କହିଲା, Viz kapitolaଓଡିଆ ବାଇବେଲ14 ପରେ ସେମାନେ ଲୋକମାନଙ୍କ ନିକଟକୁ ଆସନ୍ତେ ଜଣେ ଲୋକ ତାହାଙ୍କ ନିକଟକୁ ଆସି ଆଣ୍ଠୋଇପଡ଼ି କହିଲା, Viz kapitolaପବିତ୍ର ବାଇବଲ (CL) NT (BSI)14 ଯୀଶୁ ଓ ତାଙ୍କ ଶିଷ୍ୟମାନେ ଲୋକ ଗହଳ ଭିତରକୁ ଫେରି ଆସିବା ପରେ ଜଣେ ଲୋକ ଯୀଶୁଙ୍କ ପାଖକୁ ଆସି ଆଣ୍ଢଇ ପଡ଼ି କହଲା, Viz kapitolaପବିତ୍ର ବାଇବଲ14 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଲୋକମାନଙ୍କ ପାଖକୁ ଫେରି ଆସିଲେ। ଗୋଟିଏ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ଆଗରେ ଆଣ୍ଠୁ ମାଡ଼ି ପଡ଼ିଗଲା। Viz kapitola |