ମାଥିଉ 15:37 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT37 ଆଉ ସମସ୍ତେ ଭୋଜନ କରି ପରିତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା, ତାହା ସେମାନେ ଉଠାଇ ସାତ ଟୋକେଇ ଭର୍ତ୍ତି କଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)37 ଆଉ, ସମସ୍ତେ ଭୋଜନ କରି ତୃପ୍ତ ହେଲେ ଓ ଭଙ୍ଗା ରୋଟୀରୁ ଯାହା ବଳିଲା, ତାହା ସେମାନେ ଉଠାଇ ସାତ ବେତା ଭର୍ତ୍ତି କଲେ। Viz kapitolaଓଡିଆ ବାଇବେଲ37 ଆଉ ସମସ୍ତେ ଭୋଜନ କରି ପରିତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା, ତାହା ସେମାନେ ଉଠାଇ ସାତ ଟୋକେଇ ଭର୍ତ୍ତି କଲେ । Viz kapitolaପବିତ୍ର ବାଇବଲ (CL) NT (BSI)37 ସମସ୍ତେ ଯଥେଷ୍ଟ ପରିମାଣରେ ଖାଇବାକୁ ପାଇଳେ ଏବଂ ଶିଷ୍ୟମାନେ ବଳି ପଡ଼ିଥିବା ଖାଦ୍ୟ ପଦାର୍ଥରେ ଦାତୋଟି ଟୋକେଇ ପୂର୍ଣ୍ଣ କଲେ। Viz kapitolaପବିତ୍ର ବାଇବଲ37 ସମସ୍ତେ ଖାଇଲେ ଓ ସନ୍ତୋଷ ଲାଭ କଲେ। ତା'ପରେ ଶିଷ୍ୟମାନେ ବଳକା ଖାଦ୍ୟକୁ ସାତୋଟି ଟୋକେଇରେ ଭର୍ତ୍ତି କଲେ। Viz kapitola |