ମାଥିଉ 15:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT17 “ଯାହା କିଛି ମୁଖରେ ପ୍ରବେଶ କରେ, ତାହା ପେଟକୁ ଯାଇ ଶୌଚ ଦ୍ୱାରା ନିକ୍ଷିପ୍ତ ହୁଏ, ଏହା କଅଣ ବୁଝୁ ନାହଁ? Viz kapitolaପବିତ୍ର ବାଇବଲ (Re-edited) - (BSI)17 ଯାହା କିଛି ମୁଖରେ ପ୍ରବେଶ କରେ, ତାହା ଉଦରକୁ ଯାଇ ବାହ୍ୟସ୍ଥାନରେ ଯେ ନିକ୍ଷିପ୍ତ ହୁଏ, ଏହା କଅଣ ବୁଝୁ ନାହଁ? Viz kapitolaଓଡିଆ ବାଇବେଲ17 ଯାହା କିଛି ମୁଖରେ ପ୍ରବେଶ କରେ, ତାହା ପେଟକୁ ଯାଇ ବାହାରେ ଯେ ପକାଯାଏ, ଏହା କ'ଣ ବୁଝୁ ନାହଁ ? Viz kapitolaପବିତ୍ର ବାଇବଲ (CL) NT (BSI)17 ଏତିକି ବୁଝିପାରୁ ନାହିଁ? ଯେଉଁ ପଦାର୍ଥ ମଣିଷର ମୁହଁ ବାଟେ ପଶେ, ତାହାଂ ପେଟ ଭିତରେ ଯାଏ ଓ ପୁଣି ଦେହରୁ ବାହାରି ଯାଏ। Viz kapitolaପବିତ୍ର ବାଇବଲ17 ତୁମ୍ଭେ କ’ଣ ଜାଣିନ ଯେ, ଯେଉଁଖାଦ୍ୟ ଜଣେ ଲୋକର ପାଟି ଭିତରକୁ ଯାଏ, ତାହା ପେଟ ଭିତରକୁ ଯାଏ ଓ ପରିଶେଷରେ ଦେହରୁ ବାହାରିଯାଏ। Viz kapitola |