ମାଥିଉ 14:11 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 ଆଉ ତାହାଙ୍କର ମସ୍ତକ ଗୋଟିଏ ଥାଳିରେ ଅଣାଯାଇ ସେହି ବାଳିକାକୁ ଦିଆଗଲା, ପୁଣି, ସେ ଆପଣା ମାଆ ନିକଟକୁ ତାହା ନେଇଗଲା। Viz kapitolaପବିତ୍ର ବାଇବଲ (Re-edited) - (BSI)11 ଆଉ ତାହାଙ୍କର ମସ୍ତକ ଗୋଟିଏ ଥାଳିରେ ଅଣାଯାଇ ସେହି ବାଳିକାକୁ ଦିଆଗଲା, ପୁଣି ସେ ଆପଣା ମାଆ ନିକଟକୁ ତାହା ଘେନିଗଲା। Viz kapitolaଓଡିଆ ବାଇବେଲ11 ଆଉ ତାହାଙ୍କର ମସ୍ତକ ଗୋଟିଏ ଥାଳିରେ ଅଣାଯାଇ ସେହି ବାଳିକାକୁ ଦିଆଗଲା, ପୁଣି, ସେ ଆପଣା ମାଁ ନିକଟକୁ ତାହା ନେଇଗଲା । Viz kapitolaପବିତ୍ର ବାଇବଲ (CL) NT (BSI)11 ଥାଳୀରେ ତାଙ୍କ ମୁଣ୍ଟଟିକୁ ରଖି ସେହି ଝିଅଟିକୁ ଦିଆଗଲା। ସେ ତାଙ୍କୁ ନେଇ ତା’ ମାଆକୁ ଦେଲା। Viz kapitolaପବିତ୍ର ବାଇବଲ11 ତା'ପରେ ଗୋଟିଏ ଥାଳିରେ ଯୋହନଙ୍କ କଟାମୁଣ୍ଡ ଅଣାଗଲା। ତାହା ଝିଅକୁ ଦେଇ ଦିଆଗଲା। ଝିଅ କଟାମୁଣ୍ଡ ତା'ର ମା ହେରୋଦିଆଙ୍କ ପାଖକୁ ନେଇଗଲା। Viz kapitola |