ମାଥିଉ 13:45 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT45 “ପୁନଶ୍ଚ, ସ୍ୱର୍ଗରାଜ୍ୟ ଉତ୍ତମ ଉତ୍ତମ ମୁକ୍ତା ଅନ୍ୱେଷଣ କରୁଥିବା ଜଣେ ବଣିକ ଭଳି। Viz kapitolaପବିତ୍ର ବାଇବଲ (Re-edited) - (BSI)45 ପୁନଶ୍ଚ, ସ୍ଵର୍ଗରାଜ୍ୟ ଉତ୍ତମ ଉତ୍ତମ ମୁକ୍ତା ଅନ୍ଵେଷଣ କରୁଥିବା ଜଣେ ବଣିକ ସଦୃଶ। Viz kapitolaଓଡିଆ ବାଇବେଲ45 ପୁନଶ୍ଚ, ସ୍ୱର୍ଗରାଜ୍ୟ ଉତ୍ତମ ଉତ୍ତମ ମୁକ୍ତା ଅନ୍ୱେଷଣ କରୁଥିବା ଜଣେ ବଣିକ ଭଳି । Viz kapitolaପବିତ୍ର ବାଇବଲ (CL) NT (BSI)45 “ଜଣେ ବଣିକ ଉତ୍କୃଷ୍ଟ ମୁକ୍ତାର ଅନ୍ୱେଷଣ କରୁଥିଲା। Viz kapitolaପବିତ୍ର ବାଇବଲ45 “ସ୍ୱର୍ଗରାଜ୍ୟ ମଧ୍ୟ ଭଲ ମୋତି ଖୋଜୁଥିବା ଗୋଟିଏ ବେପାରୀ ଭଳି। Viz kapitola |