ମାଥିଉ 12:30 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT30 ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ, ପୁଣି, ଯେ ମୋʼ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ। Viz kapitolaପବିତ୍ର ବାଇବଲ (Re-edited) - (BSI)30 ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ, ପୁଣି ଯେ ମୋʼ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ। Viz kapitolaଓଡିଆ ବାଇବେଲ30 ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ, ପୁଣି, ଯେ ମୋ'ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ । Viz kapitolaପବିତ୍ର ବାଇବଲ (CL) NT (BSI)30 ଯେ ମୋ’ ସପକ୍ଷରେ ନାହିଁ, ସେ ପ୍ରକୃତରେ ମୋ’ ବିରୁଦ୍ଧରେ ଅଛି। ଯେ ମୋ’ ସହିତ ମିଶି ସଂଗ୍ରହ କରୁନାହିଁ, ସେ ବାସ୍ତବିକ ବିକ୍ଷିପ୍ତ କରୁଛି। Viz kapitolaପବିତ୍ର ବାଇବଲ30 ଯଦି କେହି ମୋ’ ସହିତ କାମ କରୁ ନାହିଁ, ତେବେ ସେ ମୋ’ ବିରୁଦ୍ଧରେ କାମ କରୁଛି। Viz kapitola |