ମାଥିଉ 11:16 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT16 କିନ୍ତୁ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ତୁଳନା କରିବି? ପିଲାମାନଙ୍କ ପରି ଯେଉଁମାନେ ହାଟବଜାରରେ ବସି ଅନ୍ୟମାନଙ୍କୁ ଡାକି କହନ୍ତି, Viz kapitolaପବିତ୍ର ବାଇବଲ (Re-edited) - (BSI)16 କିନ୍ତୁ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ତୁଳନା କରିବି? ଯେଉଁ ପିଲାମାନେ ହାଟବଜାରରେ ବସି ଅନ୍ୟମାନଙ୍କୁ ଡାକି କହନ୍ତି, Viz kapitolaଓଡିଆ ବାଇବେଲ16 କିନ୍ତୁ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ତୁଳନା କରିବି ? ଯେଉଁ ପିଲାମାନେ ହାଟବଜାରରେ ବସି ଅନ୍ୟମାନଙ୍କୁ ଡାକି କହନ୍ତି, Viz kapitolaପବିତ୍ର ବାଇବଲ (CL) NT (BSI)16 “ଏ ଯୁଗର ଲେଶକମାନଙ୍କୁ କାହା ସହିତ ତୁଳନା କରିବି? ସେମାନେ ବଜାର ମଝିରେ ବସି ଖେଳୁଥିବା ପିଲାମାନଙ୍କ ପରି। ଗୋଟିଏ ଦଳର ପିଲାମାନେ ଅନ୍ୟ ଦଳକୁ କହନ୍ତି, Viz kapitolaପବିତ୍ର ବାଇବଲ16 “ଏହି ଲୋକମାନଙ୍କ ବିଷୟରେ ମୁଁ କ’ଣ କହିବି। ସେମାନେ କେଉଁ ପ୍ରକାରର? ସେମାନେ ବଜାରରେ ବସିଥିବା ପିଲାମାନଙ୍କ ଭଳି। ସେ ପିଲାମାନେ ଅନ୍ୟ ପିଲାମାନଙ୍କୁ ଡାକି କୁହନ୍ତି: Viz kapitola |