ଲୂକ ଲିଖିତ ସୁସମାଚାର 8:30 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT30 ଯୀଶୁ ତାହାଙ୍କୁ ପଚାରିଲେ, “ତୋର ନାଁ କଅଣ?” ସେ କହିଲା, ବାହିନୀ; କାରଣ ଅନେକ ଭୂତ ତାହାଠାରେ ପ୍ରବେଶ କରିଥିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)30 ଯୀଶୁ ତାହାଙ୍କୁ ପଚାରିଲେ, ତୋର ନାଁ କଅଣ? ସେ କହିଲା, ବାହିନୀ; କାରଣ ଅନେକ ଭୂତ ତାହାଠାରେ ପ୍ରବେଶ କରିଥିଲେ। Viz kapitolaଓଡିଆ ବାଇବେଲ30 ଯୀଶୁ ତାହାଙ୍କୁ ପଚାରିଲେ, ତୋର ନାଁ କ'ଣ ? ସେ କହିଲା, ବାହିନୀ; କାରଣ ଅନେକ ଭୂତ ତାହାଠାରେ ପ୍ରବେଶ କରିଥିଲେ । Viz kapitolaପବିତ୍ର ବାଇବଲ (CL) NT (BSI)30 ଯୀଶୁ ତାକୁ ପଚାରିଲେ, “ତୋର ନାମ କ’ଣ?” ସେ ଉତ୍ତର ଦେଲା, “ମୋ’ ନାମ ‘ବାହିନୀ,” କାରଣ ତା’ ମଧ୍ୟରେ ଅନେକ ଭୂତ ଥିଲେ। Viz kapitolaପବିତ୍ର ବାଇବଲ30 ଯୀଶୁ ତାକୁ ପଗ୍ଭରିଲେ, “ତୋର ନାମ କ’ଣ?” ଲୋକଟି କହିଲା, “ବାହିନୀ” ସେ ତା’ ନାମ “ବାହିନୀ” କହିବାର କାରଣ ହେଲା ବହୁତ ଭୂତ ତା’ ଦେହରେ ପ୍ରବେଶ କରିଥିଲେ। Viz kapitola |