ଲୂକ ଲିଖିତ ସୁସମାଚାର 7:43 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT43 ଶିମୋନ ଉତ୍ତର ଦେଲେ, ମୁଁ ଜାଣିବାରେ, ସେ ଯାହାର ଅଧିକ ଋଣ କ୍ଷମା କଲେ, ସେ। ସେ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ବିଚାର କଲ।” Viz kapitolaପବିତ୍ର ବାଇବଲ (Re-edited) - (BSI)43 ଶିମୋନ ଉତ୍ତର ଦେଲେ, ମୋର ବୋଧ ହୁଏ, ସେ ଯାହାର ଅଧିକ ଋଣ ଛାଡ଼ିଦେଲେ, ସେ। ସେ ତାଙ୍କୁ କହିଲେ, ତୁମ୍ଭେ ଯଥାର୍ଥ ବିଚାର କଲ। Viz kapitolaଓଡିଆ ବାଇବେଲ43 ଶିମୋନ ଉତ୍ତର ଦେଲେ, ମୁଁ ଜାଣିବାରେ, ସେ ଯାହାର ଅଧିକ ଋଣ କ୍ଷମା କଲେ, ସେ । ସେ ତାହାଙ୍କୁ କହିଲେ, ତୁମ୍ଭେ ଠିକ୍ ବିଚାର କଲ । Viz kapitolaପବିତ୍ର ବାଇବଲ (CL) NT (BSI)43 ଶିମୋନ ଉତ୍ତର ଦେଇ କହିଲା, “ମୁଁ ମନେକରେ, ଯାହାର ଅଧିକ ଋଣ ଛାଡ଼ ହେଲା, ସେ।” Viz kapitolaପବିତ୍ର ବାଇବଲ43 ଶିମୋନ ଉତ୍ତର ଦେଲେ, “ମୁଁ ଭାବୁଛି, ସାହୁକାର ଯାହାକୁ ଅଧିକ ଟଙ୍କା ଛାଡ଼ି ଦେଲେ, ସେହି ଲୋକକୁ ଅଧିକା ଭଲ ପାଇବ।” ଯୀଶୁ ଶିମୋନଙ୍କୁ କହିଲେ, “ତୁମ୍ଭେ ଠିକ୍ କଥା କହିଛ।” Viz kapitola |