ଲୂକ ଲିଖିତ ସୁସମାଚାର 23:54 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT54 ସେହି ଦିନ ଆୟୋଜନ ଦିନ ଥିଲା, ପୁଣି, ବିଶ୍ରାମବାର ନିକଟ ହୋଇ ଆସୁଥିଲା Viz kapitolaପବିତ୍ର ବାଇବଲ (Re-edited) - (BSI)54 ସେହି ଦିନ ଆୟୋଜନ ଦିନ ଥିଲା, ପୁଣି ବିଶ୍ରାମବାର ନିକଟ ହୋଇ ଆସୁଥିଲା। Viz kapitolaଓଡିଆ ବାଇବେଲ54 ସେହି ଦିନ ଆୟୋଜନ ଦିନ ଥିଲା, ପୁଣି, ବିଶ୍ରାମବାର ନିକଟ ହୋଇ ଆସୁଥିଲା Viz kapitolaପବିତ୍ର ବାଇବଲ (CL) NT (BSI)54 ସେଦିନ ଶୁକ୍ରବାର ଥିଲା, ବିଶ୍ରାମବାରର ଆରମ୍ଭ ସମୟ। Viz kapitolaପବିତ୍ର ବାଇବଲ54 ଏହା ପ୍ରସ୍ତୁତି ଦିବସର ଶେଷ ସମୟ ଥିଲା। ବିଶ୍ରାମ ଦିବସ ପାଖେଇ ଆସୁଥିଲା। Viz kapitola |