ଲୂକ ଲିଖିତ ସୁସମାଚାର 23:38 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT38 ପୁଣି, ତାହାଙ୍କ ଊର୍ଦ୍ଧ୍ୱରେ ଏହି ଲିପି ମଧ୍ୟ ଲେଖା ଥିଲା, “ଏ ଯିହୁଦୀମାନଙ୍କର ରାଜା।” Viz kapitolaପବିତ୍ର ବାଇବଲ (Re-edited) - (BSI)38 ପୁଣି, ତାହାଙ୍କ ଊର୍ଦ୍ଧ୍ଵରେ ଏହି ଲିପି ମଧ୍ୟ ଲେଖାଥିଲା, ଏ ଯିହୁଦୀମାନଙ୍କର ରାଜା। Viz kapitolaଓଡିଆ ବାଇବେଲ38 ପୁଣି, ତାହାଙ୍କ ଊର୍ଦ୍ଧ୍ୱରେ ଏହି ଲିପି ମଧ୍ୟ ଲେଖା ଥିଲା, "ଏ ଯିହୂଦୀମାନଙ୍କର ରାଜା ।" Viz kapitolaପବିତ୍ର ବାଇବଲ (CL) NT (BSI)38 ତାଙ୍କ ମସ୍ତକର ଉଦ୍ଧ୍ୱର୍ରେ ଏକ ବିଜ୍ଞପ୍ତି ଝୁଲେଇ ଦିଆଯାଇଥିଲା। ସେଥିରେ ଲେଖାଯାଇଥିଲା। “ଏ ଇହୁଦୀମାନଙ୍କ ରାଜା।” Viz kapitolaପବିତ୍ର ବାଇବଲ38 କ୍ରୁଶରେ ଉପରି ଭାଗରେ ଲେଖା ଯାଇଥିଲା: “ଏ ଯିହୂଦୀମାନଙ୍କର ରାଜା।” Viz kapitola |