ଲୂକ ଲିଖିତ ସୁସମାଚାର 22:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ପରେ ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମୀରଶୂନ୍ୟ ରୁଟି ପର୍ବର ସେହି ଦିନ ଉପସ୍ଥିତ ହେଲା; Viz kapitolaପବିତ୍ର ବାଇବଲ (Re-edited) - (BSI)7 ପରେ ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମୀରଶୂନ୍ୟ ରୋଟୀ ପର୍ବର ସେହି ଦିନ ଉପସ୍ଥିତ ହେଲା; Viz kapitolaଓଡିଆ ବାଇବେଲ7 ପରେ ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମୀରଶୂନ୍ୟ ରୁଟି ପର୍ବର ସେହି ଦିନ ଉପସ୍ଥିତ ହେଲା; Viz kapitolaପବିତ୍ର ବାଇବଲ (CL) NT (BSI)7 ଖମୀର ଶୂନ୍ୟ ରୋଟୀ ପର୍ବ ସମୟରେ ନିସ୍ତାର ଭୋଜି ନିମନ୍ତେ ମେଷ ବଳି କରିବାର ଦିନ ଆସିଲା। Viz kapitolaପବିତ୍ର ବାଇବଲ7 ଖମୀରହୀନ ରୋଟୀ ପର୍ବର ଦିନଟି ଆସିଗଲା। ଏହି ଦିନ ଯିହୂଦୀମାନେ ନିସ୍ତାରପର୍ବର ମେଷଶାବକମାନଙ୍କୁ ବଳି ଦିଅନ୍ତି। Viz kapitola |