ଲୂକ ଲିଖିତ ସୁସମାଚାର 22:67 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT67 କିନ୍ତୁ ସେ ସେମାନଙ୍କୁ କହିଲେ, “ମୁଁ ଯଦି ଆପଣମାନଙ୍କୁ କହେ, ଆପଣମାନେ ତ ବିଶ୍ୱାସ କରିବେ ନାହିଁ; Viz kapitolaପବିତ୍ର ବାଇବଲ (Re-edited) - (BSI)67 କିନ୍ତୁ ସେ ସେମାନଙ୍କୁ କହିଲେ, ମୁଁ ଯଦି ଆପଣମାନଙ୍କୁ କହେ, ଆପଣମାନେ ତ ବିଶ୍ଵାସ କରିବେ ନାହି; Viz kapitolaଓଡିଆ ବାଇବେଲ67 କିନ୍ତୁ ସେ ସେମାନଙ୍କୁ କହିଲେ, ମୁଁ ଯଦି ଆପଣମାନଙ୍କୁ କହେ, ଆପଣମାନେ ତ ବିଶ୍ୱାସ କରିବେ ନାହିଁ; Viz kapitolaପବିତ୍ର ବାଇବଲ (CL) NT (BSI)67 ସେମାନେ କହିଲେ, “ଆମକୁ କୁହ, ତୁମେ କ’ଣ ମସୀହ?” ସେ ଉତ୍ତର ଦେଲେ, “ମୁଁ ଯଦି ତୁମ୍ଭମାନଙ୍କୁ କହେ, ତୁମେ ମୋ’ କଥା ବିଶ୍ୱାସ କରିବ ନାହିଁ; Viz kapitolaପବିତ୍ର ବାଇବଲ67 ସେମାନେ କହିଲେ, “ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ତାହା ଆମ୍ଭକୁ କୁହ।” ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଯଦି କୁହେ ଯେ ମୁଁ ଖ୍ରୀଷ୍ଟ ତୁମ୍ଭେମାନେ ମୋତେ ବିଶ୍ୱାସ କରିବ ନାହିଁ। Viz kapitola |