ଲୂକ ଲିଖିତ ସୁସମାଚାର 22:55 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT55 ଆଉ ସେମାନେ ପ୍ରାଙ୍ଗଣ ମଧ୍ୟସ୍ଥଳରେ ନିଆଁ ଜାଳି ଏକାଠି ବସନ୍ତେ ପିତର ସେମାନଙ୍କ ମଧ୍ୟରେ ବସି ରହିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)55 ଆଉ, ସେମାନେ ପ୍ରାଙ୍ଗଣର ମଧ୍ୟସ୍ଥଳରେ ନିଆଁ ଜାଳି ଏକାଠି ବସନ୍ତେ, ପିତର ସେମାନଙ୍କ ମଧ୍ୟରେ ବସି ରହିଲେ। Viz kapitolaଓଡିଆ ବାଇବେଲ55 ଆଉ ସେମାନେ ଅଗଣା ମଧ୍ୟସ୍ଥଳରେ ନିଆଁ ଜାଳି ଏକାଠି ବସନ୍ତେ ପିତର ସେମାନଙ୍କ ମଧ୍ୟରେ ବସି ରହିଲେ । Viz kapitolaପବିତ୍ର ବାଇବଲ (CL) NT (BSI)55 ପ୍ରାଙ୍ଗଣ ମଝିରେ ନିଆଁ ଜାଳି ତା’ ଚାରିପଟେ ବସିଥିବା ଲୋକମାନଙ୍କ ସହିତ ପିତର ଯୋଗ ଦେଲେ। Viz kapitolaପବିତ୍ର ବାଇବଲ55 ସୈନ୍ୟମାନେ ଅଗଣା ମଝିରେ ନିଆଁ ଜାଳି ଏକାଠି ବସିଗଲେ। ପିତର ମଧ୍ୟ ସେମାନଙ୍କ ସହିତ ବସିଲେ। Viz kapitola |