Online Bible

- Reklamy -




ଲୂକ ଲିଖିତ ସୁସମାଚାର 21:5 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଆଉ କେହି କେହି ମନ୍ଦିରଟି ସୁନ୍ଦର ସୁନ୍ଦର ପଥର ଓ ଦାନ ପଦାର୍ଥ ସମୂହରେ ସୁସଜ୍ଜିତ ହୋଇଅଛି ବୋଲି କହିବାରୁ ଯୀଶୁ କହିଲେ,

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

5 ଆଉ, କେହି କେହି ମନ୍ଦିରଟି ସୁନ୍ଦର ସୁନ୍ଦର ପ୍ରସ୍ତର ଓ ଦାନପଦାର୍ଥ-ସମୂହରେ ସୁଶୋଭିତ ହୋଇଅଛି ବୋଲି କହିବାରୁ ସେ କହିଲେ,

Viz kapitola kopírovat

ଓଡିଆ ବାଇବେଲ

5 ଆଉ କେହି କେହି ମନ୍ଦିରଟି ସୁନ୍ଦର ସୁନ୍ଦର ପଥର ଓ ଦାନ ପଦାର୍ଥ ସମୂହରେ ସୁସଜ୍ଜିତ ହୋଇଅଛି ବୋଲି କହିବାରୁ ଯୀଶୁ କହିଲେ,

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

5 କେତେକ ଶିଷ୍ୟ ମନ୍ଦିର ବିଷୟରେ ଆଲୋଚନା କରୁଥିଲେ। ସେମାନେ କହୁଥିଲେ, “ତହିଁରେ ଖଚିତ ମନୋରମ ପ୍ରସ୍ତର ଓ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଅର୍ପିତ ଉପହାରଗୁଡ଼ିକ ସହ ମନ୍ଦିରଟି କେଡ଼େ ସୁନ୍ଦର ଦିଶୁଛି!” ଯୀଶୁ କହିଲେ,

Viz kapitola kopírovat

ପବିତ୍ର ବାଇବଲ

5 କେତେକ ଶିଷ୍ୟ ମନ୍ଦିର ବିଷୟରେ କଥାବାର୍ତ୍ତା ହେଉଥିଲେ। ସେମାନେ କହିଲେ, “ଏହା ଗୋଟିଏ ସୁନ୍ଦର ମନ୍ଦିର। ଏହା ସବୁଠାରୁ ଭଲ ପଥରରେ ତିଆରି ହୋଇଛି। ଦେଖ ପରମେଶ୍ୱରଙ୍କୁ କିପରି ଭଲଭଲ ଦାନ ଅର୍ପଣ କରାଯାଇଛି!”

Viz kapitola kopírovat




ଲୂକ ଲିଖିତ ସୁସମାଚାର 21:5

Následuj nás:

Reklamy


Reklamy