ଲୂକ ଲିଖିତ ସୁସମାଚାର 21:35 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT35 କାରଣ ତାହା ଫାନ୍ଦ ସ୍ୱରୂପେ ସମଗ୍ର ପୃଥିବୀନିବାସୀ ସମସ୍ତଙ୍କ ଉପରେ ଆସିବ। Viz kapitolaପବିତ୍ର ବାଇବଲ (Re-edited) - (BSI)35 କାରଣ ତାହା ଫାନ୍ଦ ସ୍ଵରୂପେ ସମଗ୍ର ପୃଥିବୀ-ନିବାସୀ ସମସ୍ତଙ୍କ ଉପରେ ଆସିବ। Viz kapitolaଓଡିଆ ବାଇବେଲ35 କାରଣ ତାହା ଫାନ୍ଦ ସ୍ୱରୂପେ ସମଗ୍ର ପୃଥିବୀନିବାସୀ ସମସ୍ତଙ୍କ ଉପରେ ଆସିବ । Viz kapitolaପବିତ୍ର ବାଇବଲ (CL) NT (BSI)35 ହଠାତ୍ ଅପ୍ରତ୍ୟାଶିତ ଭାବରେ ଆସିବ - ଏହି ବିଚାର ଦିନ ପୃଥିବୀବାସୀ ସମସ୍ତଙ୍କୁ ଫାନ୍ଦ ପରି ଆସି ଧରିବ। Viz kapitolaପବିତ୍ର ବାଇବଲ35 ପୃଥିବୀରେ ରହୁଥିବା ସମସ୍ତ ଲୋକମାନଙ୍କ ପାଖକୁ ଏହା ଏକ ଫାନ୍ଦ ଭଳି ଆସିଯିବ। Viz kapitola |