ଲୂକ ଲିଖିତ ସୁସମାଚାର 17:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ଦାସ ଆଦେଶ ଅନୁସାରେ କାମ କରିବାରୁ ସେ କଅଣ ତାହାକୁ ଧନ୍ୟବାଦ ଦିଏ? Viz kapitolaପବିତ୍ର ବାଇବଲ (Re-edited) - (BSI)9 ଦାସ ଆଜ୍ଞାନୁସାରେ କର୍ମ କରିବାରୁ ସେ କଅଣ ତାହାକୁ ଧନ୍ୟବାଦ ଦିଏ? Viz kapitolaଓଡିଆ ବାଇବେଲ9 ଦାସ ଆଦେଶ ଅନୁସାରେ କାମ କରିବାରୁ ସେ କ'ଣ ତାହାକୁ ଧନ୍ୟବାଦ ଦିଏ ? Viz kapitolaପବିତ୍ର ବାଇବଲ (CL) NT (BSI)9 ତୁମର ଆଦେଶ ପାଳନ କରିବାରୁ ଚାକର ଧନ୍ୟବାଦ ସୁଦ୍ଧା ପାଏ ନାହିଁ। Viz kapitolaପବିତ୍ର ବାଇବଲ9 ଗ୍ଭକର ବିଶେଷ ଧନ୍ୟବାଦ ବି ପାଇବା କଥା ନୁହେଁ। କାରଣ ମାଲିକ ଯାହା କରିବାକୁ କହନ୍ତି, ସେ କେବଳ ତାହା ହିଁ କରେ। Viz kapitola |