ଲୂକ ଲିଖିତ ସୁସମାଚାର 17:25 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT25 ଅବଶ୍ୟ ଅନେକ ଦୁଃଖଭୋଗ କରିବାକୁ ହେବ ଓ ଏହି ବର୍ତ୍ତମାନ ପୁରୁଷ ଦ୍ୱାରା ଅଗ୍ରାହ୍ୟ ହେବାକୁ ହେବ। Viz kapitolaପବିତ୍ର ବାଇବଲ (Re-edited) - (BSI)25 କିନ୍ତୁ ପ୍ରଥମେ ତାହାଙ୍କୁ ଅବଶ୍ୟ ଅନେକ ଦୁଃଖଭୋଗ କରିବାକୁ ହେବ ଓ ଏହି ବର୍ତ୍ତମାନ ପୁରୁଷ ଦ୍ଵାରା ଅଗ୍ରାହ୍ୟ ହେବାକୁ ହେବ। Viz kapitolaଓଡିଆ ବାଇବେଲ25 ଅବଶ୍ୟ ଅନେକ ଦୁଃଖଭୋଗ କରିବାକୁ ହେବ ଓ ଏହି ବର୍ତ୍ତମାନ ପୁରୁଷ ଦ୍ୱାରା ଅଗ୍ରାହ୍ୟ ହେବାକୁ ହେବ । Viz kapitolaପବିତ୍ର ବାଇବଲ (CL) NT (BSI)25 କିନ୍ତୁ ପ୍ରଥମେ ସେ ବହୁତ ଦୁଃଖ ଭୋଗ କରିବେ ଓ ଏହି ଯୁଗର ଲୋକମାନେ ତାଙ୍କୁ ଅଗ୍ରାହ୍ୟ କରିବେ। Viz kapitolaପବିତ୍ର ବାଇବଲ25 କିନ୍ତୁ ମନୁଷ୍ୟପୁତ୍ର ପ୍ରଥମେ ଅନେକ ଯନ୍ତ୍ରଣା ଭୋଗ କରିବେ ଏବଂ ବର୍ତ୍ତମାନର ଲୋକମାନଙ୍କ ଦ୍ୱାରା ହତ ହେବେ। Viz kapitola |