ଲୂକ ଲିଖିତ ସୁସମାଚାର 15:23 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT23 ପୁଣି, ହୃଷ୍ଟ ପୃଷ୍ଟ ପଶୁଟି ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ, Viz kapitolaପବିତ୍ର ବାଇବଲ (Re-edited) - (BSI)23 ପୁଣି ହୃଷ୍ଟ ପୃଷ୍ଟ ପଶୁ ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ, Viz kapitolaଓଡିଆ ବାଇବେଲ23 ପୁଣି, ମୋଟା ବାଛୁରିଟି ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ, Viz kapitolaପବିତ୍ର ବାଇବଲ (CL) NT (BSI)23 ଗୋଟିଏ ହୃଷ୍ଟପୁଷ୍ଟ ବାଛୁରୀ ମାରି ଭୋଜିର ଆୟୋଜନ କର। ଆମେ ଆନନ୍ଦ କରିବା। Viz kapitolaପବିତ୍ର ବାଇବଲ23 ଆମ୍ଭର ସବୁଠାରୁ ମୋଟା ବାଛୁରିଟିକୁ ଆଣ। ଆମ୍ଭେ ତାହାକୁ ମାରିବା। ଆମ୍ଭର ଖାଇବା ପାଇଁ ତାହା ପ୍ରଚୁର ହେବ। ଆମ୍ଭେମାନେ ଗୋଟିଏ ଭୋଜି କରିବା। Viz kapitola |