Online Bible

- Reklamy -




ଲୂକ ଲିଖିତ ସୁସମାଚାର 14:5 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଆଉ, ସେ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ମଧ୍ୟରୁ କେହି ଆପଣା ପୁଅ ବା ବଳଦ କୂଅରେ ପଡ଼ିଲେ କଅଣ ତାହାକୁ ବିଶ୍ରାମବାର ଦିନରେ ସେହିକ୍ଷଣି ଉଠାଇବ ନାହିଁ?”

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

5 ଆଉ, ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ମଧ୍ୟରୁ କେହି ଆପଣା ପୁଅ ବା ବଳଦ କୂଅରେ ପଡ଼ିଲେ କଅଣ ତାହାକୁ ବିଶ୍ରାମବାରରେ ତତ୍କ୍ଷଣାତ୍ ଉଠାଇବ ନାହିଁ?

Viz kapitola kopírovat

ଓଡିଆ ବାଇବେଲ

5 ଆଉ, ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ମଧ୍ୟରୁ କେହି ଆପଣା ପୁଅ ବା ବଳଦ କୂଅରେ ପଡ଼ିଲେ କ'ଣ ତାହାକୁ ବିଶ୍ରାମବାରରେ ସେହିକ୍ଷଣି ଉଠାଇବ ନାହିଁ ?

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

5 ପରେ ସେ ସେମାନଙ୍କୁ କହିଲେ, “ଯଦି ତୁମ ମଧ୍ୟରୁ କାହାର ଗଧ ବା ବଳଦ ବିଶ୍ରାମବାର ଦିନ କୂଅରେ ପଡ଼ିଯାଏ, ତେବେ ସେହି ବିଶ୍ରାମବାରରେ ତୁମେ କ’ଣ ତାକୁ ସେହିକ୍ଷଣି ବାହାରକୁ ଉଠାଇ ଆଣିବ ନାହିଁ?”

Viz kapitola kopírovat

ପବିତ୍ର ବାଇବଲ

5 ଯୀଶୁ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ କହିଲେ, “ଯଦି ବିଶ୍ରାମବାରରେ ତୁମ୍ଭମାନଙ୍କ ପୁଅ କିମ୍ବା ତୁମ୍ଭମାନଙ୍କ ବଳଦଟି କୂଅ ଭିତରେ ଖସିପଡ଼େ, ତେବେ ତୁମ୍ଭେମାନେ କ’ଣ ତାକୁ ସଙ୍ଗେ ସଙ୍ଗେ ବାହାରକୁ ଟାଣି ଆଣିବ ନାହିଁ?”

Viz kapitola kopírovat




ଲୂକ ଲିଖିତ ସୁସମାଚାର 14:5

Následuj nás:

Reklamy


Reklamy