ଲୂକ ଲିଖିତ ସୁସମାଚାର 14:34 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT34 “ଲବଣ ତ ଉତ୍ତମ; କିନ୍ତୁ ଲବଣ ମଧ୍ୟ ଯଦି ସ୍ୱାଦ ଦିଏ ନାହିଁ, ତେବେ ତାହା କାହିଁରେ ସ୍ୱାଦଯୁକ୍ତ କରାଯିବ? Viz kapitolaପବିତ୍ର ବାଇବଲ (Re-edited) - (BSI)34 ଲବଣ ତ ଉତ୍ତମ; କିନ୍ତୁ ଲବଣ ମଧ୍ୟ ଯଦି ସ୍ଵାଦବିହୀନ ହୁଏ, ତେବେ ତାହା କାହିଁରେ ସ୍ଵାଦଯୁକ୍ତ କରାଯିବ? Viz kapitolaଓଡିଆ ବାଇବେଲ34 ଲବଣ ତ ଉତ୍ତମ; କିନ୍ତୁ ଲବଣ ମଧ୍ୟ ଯଦି ସ୍ୱାଦ ଦିଏ ନାହିଁ, ତେବେ ତାହା କାହିଁରେ ସ୍ୱାଦଯୁକ୍ତ କରାଯିବ ? Viz kapitolaପବିତ୍ର ବାଇବଲ (CL) NT (BSI)34 “ଲବଣ ଉତ୍ତମ, କିନ୍ତୁ ଯଦି ତା’ର ଲବଣତ୍ୱ ହରାଏ, ତାକୁ ଆଉ କୌଣସି ଉପାୟରେ ଲବଣାକ୍ତ କରି ହେବ ନାହିଁ। Viz kapitolaପବିତ୍ର ବାଇବଲ34 “ଲୁଣ ଗୋଟିଏ ଭଳ ଜିନିଷ। ଲୁଣ ଯଦି ତା'ର ଲୁଣିଆ ସ୍ୱାଦ ହରାଇବ ସେ, ତେବେ ତା'ର କୌଣସି ମୂଲ୍ୟ ନାହିଁ। ତୁମ୍ଭେମାନେ ପୁଣି ଥରେ ତା'ର ଲୁଣିଆ ସ୍ୱାଦ ଫେରାଇ ଦେଇ ପାରିବ ନାହିଁ। Viz kapitola |