ଲୂକ ଲିଖିତ ସୁସମାଚାର 13:26 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT26 ସେହି ସମୟରେ ତୁମ୍ଭେମାନେ କହିବାକୁ ଲାଗିବ, ଆମ୍ଭେମାନେ ଆପଣଙ୍କ ସାକ୍ଷାତରେ ଭୋଜନପାନ କଲୁ, ପୁଣି, ଆପଣ ଆମ୍ଭମାନଙ୍କ ଦାଣ୍ଡମାନଙ୍କରେ ଶିକ୍ଷା ଦେଲେ; Viz kapitolaପବିତ୍ର ବାଇବଲ (Re-edited) - (BSI)26 ସେସମୟରେ ତୁମ୍ଭେମାନେ କହିବାକୁ ଲାଗିବ, ଆମ୍ଭେମାନେ ଆପଣଙ୍କ ସାକ୍ଷାତରେ ଭୋଜନପାନ କଲୁ, ପୁଣି ଆପଣ ଆମ୍ଭମାନଙ୍କ ଦାଣ୍ତମାନଙ୍କରେ ଶିକ୍ଷା ଦେଲେ; Viz kapitolaଓଡିଆ ବାଇବେଲ26 ସେହି ସମୟରେ ତୁମ୍ଭେମାନେ କହିବାକୁ ଲାଗିବ, ଆମ୍ଭେମାନେ ଆପଣଙ୍କ ସାକ୍ଷାତରେ ଭୋଜନପାନ କଲୁ, ପୁଣି, ଆପଣ ଆମ୍ଭମାନଙ୍କ ଦାଣ୍ଡମାନଙ୍କରେ ଶିକ୍ଷା ଦେଲେ; Viz kapitolaପବିତ୍ର ବାଇବଲ (CL) NT (BSI)26 ତୁମ୍ଭେମାନେ କହିବ, ‘ଆମେ ଆପଣଙ୍କ ସହିତ ଭୋଜନ ପାନ କରିଥିଲୁ, ଆପଣ ଆମ ସହରରେ ଶିକ୍ଷା ଦେଇଥିଲେ!’ Viz kapitolaପବିତ୍ର ବାଇବଲ26 ତା'ପରେ ତୁମ୍ଭେମାନେ କହିବ, ‘ଆମ୍ଭେ ତୁମ୍ଭ ସହିତ ଏକାଠି ଖାଇଛୁ, ପିଇଛୁ। ତୁମ୍ଭେମାନେ ଆମ୍ଭ ନଗର ଗଳିମାନଙ୍କରେ ଉପଦେଶ ଦେଇଛ।’ Viz kapitola |