ଲୂକ ଲିଖିତ ସୁସମାଚାର 12:26 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT26 ଅତଏବ, ଯଦି ତୁମ୍ଭେମାନେ କ୍ଷୁଦ୍ର ବିଷୟ ସୁଦ୍ଧା କରିବାକୁ ସକ୍ଷମ ନୁହଁ, ତେବେ ଅନ୍ୟ ସମସ୍ତ ବିଷୟରେ କାହିଁକି ଚିନ୍ତା କରୁଅଛ? Viz kapitolaପବିତ୍ର ବାଇବଲ (Re-edited) - (BSI)26 ଅତଏବ, ତୁମ୍ଭେମାନେ ଯଦି ସବୁଠାରୁ କ୍ଷୁଦ୍ର ବିଷୟ ସୁଦ୍ଧା କରିବାକୁ ସକ୍ଷମ ନୁହଁ, ତେବେ ଅନ୍ୟ ସମସ୍ତ ବିଷୟ ସମ୍ଵନ୍ଧରେ କାହିଁକି ଚିନ୍ତା କରୁଅଛ? Viz kapitolaଓଡିଆ ବାଇବେଲ26 ଅତଏବ, ଯଦି ତୁମ୍ଭେମାନେ କ୍ଷୁଦ୍ର ବିଷୟ ସୁଦ୍ଧା କରିବାକୁ ସକ୍ଷମ ନୁହଁ, ତେବେ ଅନ୍ୟ ସମସ୍ତ ବିଷୟରେ କାହିଁକି ଚିନ୍ତା କରୁଅଛ ? Viz kapitolaପବିତ୍ର ବାଇବଲ (CL) NT (BSI)26 ଯଦି ଏପରି କ୍ଷୁଦ୍ର ବିଷୟ କରିବା ପାଇଁ ତୁମେ ଅକ୍ଷମ, ତେବେ ଅନ୍ୟ ବିଷୟଗୁଡ଼ିକ ପାଇଁ କାହିଁକି ଚିନ୍ତିତ ହେଉଛ? Viz kapitolaପବିତ୍ର ବାଇବଲ26 ତେବେ ତୁମ୍ଭେମାନେ ଯଦି ଏଡ଼ିକି ଛୋଟିଆ କାମଟିଏ କରି ପାରିବ ନାହିଁ, ତେବେ ଅନ୍ୟସବୁ ବଡ଼ ବଡ଼ କାମ ପାଇଁ କାହିଁକି ବ୍ୟସ୍ତ ହୋଇ ପଡ଼ୁଛ? Viz kapitola |