ଲୂକ ଲିଖିତ ସୁସମାଚାର 12:25 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT25 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ହାତେ ବଢ଼ାଇପାରେ? Viz kapitolaପବିତ୍ର ବାଇବଲ (Re-edited) - (BSI)25 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ହାତେ ଦୀର୍ଘ କରି ପାରେ? Viz kapitolaଓଡିଆ ବାଇବେଲ25 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ହାତେ ବଢ଼ାଇ ପାରେ ? Viz kapitolaପବିତ୍ର ବାଇବଲ (CL) NT (BSI)25 ନିଜ ବିଷୟରେ ଚିନ୍ତିତ ହୋଇ ତୁମ ମଧ୍ୟରୁ କେହି କ’ଣ ତା’ର ଆୟୁ ଟିକିଏ ହେଲେ ବଢ଼ାଇ ଦେଇ ପାରିବ? Viz kapitolaପବିତ୍ର ବାଇବଲ25 ତୁମ୍ଭମାନଙ୍କ ଭିତରେ କ’ଣ ଏପରି କିଏ ଅଛି, ଯେ କି ଏଗୁଡ଼ିକ ପାଇଁ ବ୍ୟସ୍ତ ହେବା ଦ୍ୱାରା ନିଜ ପରମାୟୁରେ ଆଉ ଘଡ଼ିଏ ସମୟ ଯୋଡ଼ି ପାରିବ? Viz kapitola |