ଲୂକ ଲିଖିତ ସୁସମାଚାର 1:62 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT62 ଏଥିରେ ତାହାକୁ କେଉଁ ନାମ ଦିଆଯିବ ବୋଲି ତାହାର ପିତା ଇଚ୍ଛା କରୁଅଛନ୍ତି, ତାହା ସଙ୍କେତ କରି ପଚାରିବାକୁ ଲାଗିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)62 ଏଥିରେ ତାହାକୁ କେଉଁ ନାମ ଦିଆଯିବ ବୋଲି ତାହାର ପିତା ଇଚ୍ଛା କରୁଅଛନ୍ତି, ତାହା ସେମାନେ ତାଙ୍କୁ ସଙ୍କେତ କରି ପଚାରିବାକୁ ଲାଗିଲେ। Viz kapitolaଓଡିଆ ବାଇବେଲ62 ଏଥିରେ ତାହାକୁ କେଉଁ ନାମ ଦିଆଯିବ ବୋଲି ତାହାର ପିତା ଇଚ୍ଛା କରୁଛନ୍ତି, ତାହା ସଙ୍କେତ କରି ପଚାରିବାକୁ ଲାଗିଲେ । Viz kapitolaପବିତ୍ର ବାଇବଲ (CL) NT (BSI)62 ତା’ପରେ ସେମାନେ ତା’ର ପିତାଙ୍କୁ ସଙ୍କେତ କରି ପଚାରିଲେ, ସେ ପୁଅକୁ କି ନାମ ଦେବାକୁ ଇଚ୍ଛା କରନ୍ତି। Viz kapitolaପବିତ୍ର ବାଇବଲ62 ତା'ପରେ ସେମାନେ ପରେ ତା'ର ବାପାଙ୍କୁ ପଗ୍ଭରିଲେ, “ତୁମ୍ଭେ ଏହି ଶିଶୁର ନାମ କ’ଣ ଦେବାକୁ ଗ୍ଭହୁଁଛ?” Viz kapitola |