ଲୂକ ଲିଖିତ ସୁସମାଚାର 1:61 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT61 ସେମାନେ ତାହାଙ୍କୁ କହିଲେ, ତୁମ୍ଭର ସମ୍ପର୍କୀୟମାନଙ୍କ ମଧ୍ୟରେ ତ କାହାର ଏହି ନାମ ନାହିଁ। Viz kapitolaପବିତ୍ର ବାଇବଲ (Re-edited) - (BSI)61 ସେମାନେ ତାଙ୍କୁ କହିଲେ, ତୁମ୍ଭର ଆତ୍ମୀୟମାନଙ୍କ ମଧ୍ୟରେ ତ କାହାରି ଏହି ନାମ ନାହିଁ। Viz kapitolaଓଡିଆ ବାଇବେଲ61 ସେମାନେ ତାହାଙ୍କୁ କହିଲେ, ତୁମ୍ଭର ସମ୍ପର୍କୀୟମାନଙ୍କ ମଧ୍ୟରେ ତ କାହାର ଏହି ନାମ ନାହିଁ । Viz kapitolaପବିତ୍ର ବାଇବଲ (CL) NT (BSI)61 ସେମାନେ ତାଙ୍କୁ କହିଲେ, “କିନ୍ତୁ ଏହିପରି ନାମ ପାଇଥିବା ତୁମର କୌଣସି ଆତ୍ମୀୟ ନାହାନ୍ତି।” Viz kapitolaପବିତ୍ର ବାଇବଲ61 ଲୋକମାନେ ଏଲୀଶାବେଥଙ୍କୁ କହିଲେ, “ତୁମ୍ଭର କୌଣସି ସମ୍ପର୍କୀୟଙ୍କର ଏଭଳି ନାମ ନାହିଁ। Viz kapitola |