ଲେବୀୟ ପୁସ୍ତକ 6:13 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 ବେଦି ଉପରେ ଅଗ୍ନି ସର୍ବଦା ପ୍ରଜ୍ୱଳିତ ରହିବ, ତାହା କଦାପି ଲିଭିବ ନାହିଁ। Viz kapitolaପବିତ୍ର ବାଇବଲ (Re-edited) - (BSI)13 ବେଦି ଉପରେ ଅଗ୍ନି ସର୍ବଦା ପ୍ରଜ୍ଵଳିତ ରହିବ, କଦାପି ନିର୍ବାଣ ହେବ ନାହିଁ। Viz kapitolaଓଡିଆ ବାଇବେଲ13 ବେଦି ଉପରେ ଅଗ୍ନି ସର୍ବଦା ପ୍ରଜ୍ୱଳିତ ରହିବ, ତାହା କଦାପି ଲିଭିବ ନାହିଁ। Viz kapitolaପବିତ୍ର ବାଇବଲ13 ଯଜ୍ଞବେଦି ଉପରେ ଅଗ୍ନି ସର୍ବଦା ଜ୍ୱଳନ୍ତ ରହିବ, କଦାପି ନିର୍ବାପିତ ହେବ ନାହିଁ। Viz kapitola |