ଯିହୋଶୂୟ 15:16 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT16 ସେହି ସମୟରେ କାଲେବ କହିଲେ, “ଯେଉଁ ଜନ କିରୀୟଥ୍-ସେଫର ଆକ୍ରମଣ କରି ହସ୍ତଗତ କରିବ, ତାହା ସହିତ ମୁଁ ଆପଣା କନ୍ୟା ଅକ୍ଷାର ବିବାହ ଦେବି।” Viz kapitolaପବିତ୍ର ବାଇବଲ (Re-edited) - (BSI)16 ସେହି ସମୟରେ କାଲେବ୍ କହିଲେ, ଯେଉଁ ଜନ କିରୀୟଥ୍-ସେଫର ଆକ୍ରମଣ କରି ହସ୍ତଗତ କରିବ, ତାହା ସହିତ ମୁଁ ଆପଣା କନ୍ୟା ଅକ୍ଷାର ବିବାହ ଦେବି। Viz kapitolaଓଡିଆ ବାଇବେଲ16 ସେହି ସମୟରେ କାଲେବ କହିଲେ, ଯେଉଁ ଜନ କିରୀୟଥ୍-ସେଫର ଆକ୍ରମଣ କରି ହସ୍ତଗତ କରିବ, ତାହା ସହିତ ମୁଁ ଆପଣା କନ୍ୟା ଅକ୍ଷାର ବିବାହ ଦେବି। Viz kapitolaପବିତ୍ର ବାଇବଲ16 କାଲେବ୍ କହିଲେ, “ମୁଁ କିରିୟଥ ସେଫରକୁ ଆକ୍ରମଣ କରିବାକୁ ଗ୍ଭହେଁ। ଯେଉଁ ଲୋକ ମୋ’ ସହିତ ସହଯୋଗ କରି କିରିୟଥ ସେଫରକୁ ପରାସ୍ତ କରିବାରେ ସାହାଯ୍ୟ କରିବ ମୁଁ ମୋର କନ୍ୟା ଅକ୍ଷାରକୁ ତାଙ୍କ ସହ ବିବାହ ଦେବି।” Viz kapitola |