ଯିଶାଇୟ 16:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ଏହେତୁ ମୋୟାବ ମୋୟାବର ନିମନ୍ତେ ହାହାକାର କରିବ, ପ୍ରତ୍ୟେକ ଲୋକ ହାହାକାର କରିବ; କାରଣ ତୁମ୍ଭେମାନେ ଅତ୍ୟନ୍ତ ଦୁଃଖିତ ହୋଇ କୀର-ହେରସତ ସହରର ଦ୍ରାକ୍ଷାଚକ୍ତି ନିମନ୍ତେ ବିଳାପ କରିବ। Viz kapitolaପବିତ୍ର ବାଇବଲ (Re-edited) - (BSI)7 ଏହେତୁ ମୋୟାବ ମୋୟାବର ନିମନ୍ତେ ହାହାକାର କରିବ, ପ୍ରତ୍ୟେକ ଲୋକ ହାହାକାର କରିବ; କାରଣ ତୁମ୍ଭେମାନେ ଅତ୍ୟ; ଦୁଃଖିତ ହୋଇ କୀର-ହେରସତର ଦ୍ରାକ୍ଷାଚକ୍ତି ନିମନ୍ତେ ବିଳାପ କରିବ। Viz kapitolaଓଡିଆ ବାଇବେଲ7 ଏହେତୁ ମୋୟାବ ମୋୟାବର ନିମନ୍ତେ ହାହାକାର କରିବ, ପ୍ରତ୍ୟେକ ଲୋକ ହାହାକାର କରିବ; କାରଣ ତୁମ୍ଭେମାନେ ଅତ୍ୟନ୍ତ ଦୁଃଖିତ ହୋଇ କୀର-ହେରସତ ସହରର ଦ୍ରାକ୍ଷାଚକ୍ତି ନିମନ୍ତେ ବିଳାପ କରିବ। Viz kapitolaପବିତ୍ର ବାଇବଲ7 ଏହି ଅହଙ୍କାର ଯୋଗୁଁ ସମସ୍ତ ମୋୟାବ କଷ୍ଟ ଭୋଗିବ। ମୋୟାବର ସମସ୍ତ ଲୋକ କ୍ରନ୍ଦନ କରିବେ। ସେମାନେ ଦୁଃଖିତ ହେବେ। ଅତୀତରେ ତାଙ୍କର ଯାହା ଥିଲା ସେଗୁଡ଼ିକୁ ସେ ଇଚ୍ଛା କରିବେ। ସେମାନେ ହେରସତରର ଶୁଷ୍କ କିସ୍ମିସ୍ର ପିଠା ପାଇଁ ଇଚ୍ଛା କରିବେ। Viz kapitola |