ଏବ୍ରୀ 7:24 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT24 କିନ୍ତୁ ସେ ନିତ୍ୟସ୍ଥାୟୀ ହେବାରୁ ଅପରିବର୍ତ୍ତନୀୟ ଯାଜକତ୍ୱ ପ୍ରାପ୍ତ କରିଅଛନ୍ତି। Viz kapitolaପବିତ୍ର ବାଇବଲ (Re-edited) - (BSI)24 କିନ୍ତୁ ସେ ନିତ୍ୟସ୍ଥାୟୀ ହେବାରୁ ଅପରିବର୍ତ୍ତନୀୟ ଯାଜକତ୍ଵ ପ୍ରାପ୍ତ ହୋଇଅଛନ୍ତି। Viz kapitolaଓଡିଆ ବାଇବେଲ24 କିନ୍ତୁ ସେ ନିତ୍ୟସ୍ଥାୟୀ ହେବାରୁ ଅପରିବର୍ତ୍ତନୀୟ ଯାଜକତ୍ତ୍ୱ ପ୍ରାପ୍ତ ହୋଇଅଛନ୍ତି । Viz kapitolaପବିତ୍ର ବାଇବଲ (CL) NT (BSI)24 ମାତ୍ର ଯୀଶୁ ଚିରକାଳ ଜାବିତ। ସୁତରାଂ ତାଙ୍କର ଯାଜକ ପଦରେ ଅନ୍ୟ କେହି ନିଯୁକ୍ତ ହେବା ପ୍ରଶ୍ନ ନାହିଁ। Viz kapitolaପବିତ୍ର ବାଇବଲ24 କିନ୍ତୁ ଯୀଶୁ ଅମର। ସେ କେବେ ହେଲେ ଯାଜକ ସେବାରୁ ଅବ୍ୟାହିତ ହେବେ ନାହିଁ। Viz kapitola |