ଏବ୍ରୀ 5:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ, କାରଣ ସେ ନିଜେ ମଧ୍ୟ ଦୁର୍ବଳତା ବିଶିଷ୍ଟ; Viz kapitolaପବିତ୍ର ବାଇବଲ (Re-edited) - (BSI)2 ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ, କାରଣ ସେ ନିଜେ ମଧ୍ୟ ଦୁର୍ବଳତାବିଶିଷ୍ଟ; Viz kapitolaଓଡିଆ ବାଇବେଲ2 ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ , କାରଣ ସେ ନିଜେ ମଧ୍ୟ ଦୁର୍ବଳତା ବିଶିଷ୍ଟ; Viz kapitolaପବିତ୍ର ବାଇବଲ (CL) NT (BSI)2 ସେ ନିଜେ ନାନା ପ୍ରକାର ଦୋଷ ଦୁର୍ବଳତାରେ ପୂର୍ଣ୍ଣ ହୋଇଥିବାରୁ ଦୋଷତ୍ରୁଟି କରୁଥିବା ନିର୍ବୋଧ ଲୋକମାନଙ୍କ ପ୍ରତି ସେ ସହନଶୀଳ ହୁଅନ୍ତି। Viz kapitolaପବିତ୍ର ବାଇବଲ2 ଅନ୍ୟ ଲୋକମାନଙ୍କ ଭଳି ମହାଯାଜକର ମଧ୍ୟ ଦୁର୍ବଳତା ରହିଛି, ତେଣୁ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ। Viz kapitola |