ଏବ୍ରୀ 3:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ଯେଣୁ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ହୋଇଥାଏ, କିନ୍ତୁ ସମସ୍ତ ବିଷୟର ଯେ ନିର୍ମାଣକର୍ତ୍ତା, ସେ ଈଶ୍ବର। Viz kapitolaପବିତ୍ର ବାଇବଲ (Re-edited) - (BSI)4 ଯେଣୁ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ଵାରା ସ୍ଥାପିତ, କିନ୍ତୁ ସମସ୍ତ ବିଷୟର ଯେ ସ୍ଥାପନକର୍ତ୍ତା, ସେ ଈଶ୍ଵର। Viz kapitolaଓଡିଆ ବାଇବେଲ4 ଯେଣୁ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ହୋଇଥାଏ, କିନ୍ତୁ ସମସ୍ତ ବିଷୟର ଯେ ନିର୍ମାଣକର୍ତ୍ତା, ସେ ଈଶ୍ୱର । Viz kapitolaପବିତ୍ର ବାଇବଲ (CL) NT (BSI)4 ପ୍ରତ୍ୟେକ ଗୃହ କୌଣସି ନା କୌଣସି ମନୁଷ୍ୟ ଦ୍ୱାରା ନିର୍ମତ, କିନ୍ତୁ ଈଶ୍ୱର ସମସ୍ତ ବିଷୟରେ ନିର୍ମାତା। Viz kapitolaପବିତ୍ର ବାଇବଲ4 ପ୍ରତ୍ୟେକ ଘର କୌଣସି ଲୋକ ଦ୍ୱାରା ନିର୍ମିତ। Viz kapitola |