Online Bible

- Reklamy -




ଏବ୍ରୀ 12:27 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ପୁନର୍ବାର ବୋଲି କହିବା ଦ୍ୱାରା ଏହା ବୁଝାଯାଏ ଯେ, ଅଟଳ ବିଷୟସବୁ ରହିବା ନିମନ୍ତେ ଟଳମଳ ବିଷୟ, ଅର୍ଥାତ୍‍, ସୃଷ୍ଟ ବିଷୟସବୁର ପରିବର୍ତ୍ତନ ହେବ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

27 ପୁନର୍ବାର ବୋଲି କହିବା ଦ୍ଵାରା ଏହା ବୁଝାଯାଏ ଯେ, ଅଟଳ ବିଷୟସବୁ ରହିବା ନିମନ୍ତେ ଟଳମଳ ବିଷୟ, ଅର୍ଥାତ୍, ସୃଷ୍ଟ ବିଷୟସବୁର ପରିବର୍ତ୍ତନ ହେବ।

Viz kapitola kopírovat

ଓଡିଆ ବାଇବେଲ

27 ପୁନର୍ବାର ବୋଲି କହିବା ଦ୍ୱାରା ଏହା ବୁଝାଯାଏ ଯେ, ଅଟଳ ବିଷୟସବୁ ରହିବା ନିମନ୍ତେ ଟଳମଳ ବିଷୟ, ଅର୍ଥାତ୍‍, ସୃଷ୍ଟ ବିଷୟସବୁର ପରିବର୍ତ୍ତନ ହେବ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

27 ଲଥିରୁ ସୁସ୍ପଷ୍ଟ ଯେ, ସେ “ପୁନର୍ବାର” ଯାହା କରିବେ, ତଦ୍ଦ୍ୱାରା ସୃଷ୍ଟିର ସମସ୍ତ ବିଷୟ ଆଲୋଡ଼ିତ ହୋଇ ଲୋପ ପାଇବ। କେବଳ ଯେଉଁବବୁ ବିଷୟ ଦୋହଲା ଯାଇ ପାରିବ ନାହିଁ, ତାହା ଅଟଳ ହୋଇ ରହିବ।

Viz kapitola kopírovat

ପବିତ୍ର ବାଇବଲ

27 “ଆଉ ଥରେ” କହିବା ଅର୍ଥ ଯେ ଯାହାକିଛି ନିର୍ମିତ ହୋଇଥିଲା, ସେ ସବୁ ନଷ୍ଟ ହୋଇ ଯିବ। ସେହିଗୁଡ଼ିକୁ ଟଳମଳ କରାଯାଇ ପାରିବ ଓ ଯେଉଁ ବିଷୟ ଗୁଡ଼ିକୁ ଟଳମଳ କରାଯାଇ ପାରିବ ନାହିଁ ସେଗୁଡ଼ିକ ରହିବେ।

Viz kapitola kopírovat




ଏବ୍ରୀ 12:27

Následuj nás:

Reklamy


Reklamy