Online Bible

- Reklamy -




ଆଦି ପୁସ୍ତକ 42:28 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

28 ତହିଁରେ ସେ ଭାଇମାନଙ୍କୁ କହିଲା, “ମୋହର ଟଙ୍କା ଫେରି ଆସିଅଛି; ଏହି ଦେଖ, ତାହା ମୋʼ ପଟରେ ଅଛି।” ଏଣୁ ସେମାନଙ୍କର ହଂସା ଉଡ଼ିଗଲା, ଆଉ ସେମାନେ କମ୍ପିତ ହୋଇ ପରସ୍ପର ପ୍ରତି ଅନାଇ କହିଲେ, “ପରମେଶ୍ୱର ଆମ୍ଭମାନଙ୍କର ପ୍ରତି ଏ କି କର୍ମ କରିଅଛନ୍ତି?”

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

28 ତହିଁରେ ସେ ଭାଇମାନଙ୍କୁ କହିଲା, ମୋହର ଟଙ୍କା ଫେରି ଆସିଅଛି; ଏହି ଦେଖ, ତାହା ମୋʼ ପଟରେ ଅଛି। ଏଣୁ ସେମାନଙ୍କର ହଂସା ଉଡ଼ିଗଲା, ଆଉ ସେମାନେ କମ୍ପିତ ହୋଇ ଏକଆରେକ ପ୍ରତି ଅନାଇ କହିଲେ, ପରମେଶ୍ଵର ଆମ୍ଭମାନଙ୍କର ପ୍ରତି ଏ କି କର୍ମ କଲେ?

Viz kapitola kopírovat

ଓଡିଆ ବାଇବେଲ

28 ତହିଁରେ ସେ ଭାଇମାନଙ୍କୁ କହିଲା, “ମୋହର ଟଙ୍କା ଫେରି ଆସିଅଛି; ଏହି ଦେଖ, ତାହା ମୋ’ ପଟରେ ଅଛି।” ଏଣୁ ସେମାନଙ୍କର ହଂସା ଉଡ଼ିଗଲା, ଆଉ ସେମାନେ କମ୍ପିତ ହୋଇ ପରସ୍ପର ପ୍ରତି ଅନାଇ କହିଲେ, “ପରମେଶ୍ୱର ଆମ୍ଭମାନଙ୍କର ପ୍ରତି ଏ କି କର୍ମ କରିଅଛନ୍ତି ?”

Viz kapitola kopírovat

ପବିତ୍ର ବାଇବଲ

28 ସେ ତା'ର ଅନ୍ୟ ଭାଇମାନଙ୍କୁ ସେ ସବୁ କହିଲା, “ଦେଖ, ମୁଁ ଯେଉଁ ଅର୍ଥ ଶସ୍ୟ ପାଇଁ ଦେଇଥିଲି, ତାହା ଏଠାରେ ଅଛି। କେହି ଲୋକ ମୋ’ ପଟରେ (ଥଳିରେ) ସେହି ଅର୍ଥ ପୁରାଇ ଦେଇଛି।” ତା'ର ସମସ୍ତ ଭାଇମାନେ ଭୟ କରିଗଲେ। ସେମାନେ ପରସ୍ପର କୁହା କୁହି ହେଲେ, “ପରମେଶ୍ୱର ଆମ୍ଭମାନଙ୍କ ପାଇଁ କ’ଣ କରୁଛନ୍ତି?”

Viz kapitola kopírovat




ଆଦି ପୁସ୍ତକ 42:28

Následuj nás:

Reklamy


Reklamy