Online Bible

- Reklamy -




ଆଦି ପୁସ୍ତକ 41:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସେମାନଙ୍କ ଉତ୍ତାରେ ଦେଖ, ଅନ୍ୟ ସାତୋଟି କୃଶ ଓ କୁତ୍ସିତ ଗୋରୁ ନଦୀରୁ ଉଠି ନଦୀ ତଟରେ ସେହି ଗୋରୁମାନଙ୍କ ପାଖରେ ଠିଆ ହେଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

3 ସେମାନଙ୍କ ଉତ୍ତାରେ ଦେଖ, ଅନ୍ୟସାତୁଟା କୃଶ ଓ କୁତ୍ସିତ ଗୋରୁ ନଦୀରୁ ଉଠି ନଦୀ ତଟରେ ସେହି ଗୋରୁମାନଙ୍କ ପାଖରେ ଠିଆ ହେଲେ।

Viz kapitola kopírovat

ଓଡିଆ ବାଇବେଲ

3 ସେମାନଙ୍କ ଉତ୍ତାରେ ଦେଖ, ଅନ୍ୟ ସାତୁଟା କୃଶ ଓ କୁତ୍ସିତ ଗୋରୁ ନଦୀରୁ ଉଠି ନଦୀ ତଟରେ ସେହି ଗୋରୁମାନଙ୍କ ପାଖରେ ଠିଆ ହେଲେ।

Viz kapitola kopírovat

ପବିତ୍ର ବାଇବଲ

3 ପୁଣି ସାତୋଟି ଦୁର୍ବଳ, ରୁ‌ଗ୍‌ଣ ଦେଖାଯାଉଥିବା ଗାଈ ନଦୀ ମଧ୍ୟରୁ ବାହାରିଲେ। ଏବଂ ନଦୀ କୂଳରେ ସେହି ସ୍ୱାସ୍ଥ୍ୟବାନ ଗାଈମାନଙ୍କ ପାଖରେ ଛିଡ଼ା ହେଲେ। କିନ୍ତୁ ସେହି ଗାଈଗୁଡ଼ିକ ଦୁର୍ବଳ ଓ ରୋଗୀଣା ଥିଲେ।

Viz kapitola kopírovat




ଆଦି ପୁସ୍ତକ 41:3

Následuj nás:

Reklamy


Reklamy