ଆଦି ପୁସ୍ତକ 38:27 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT27 ପୁଣି, ତାମରର ପ୍ରସବକାଳ ଉପସ୍ଥିତ ହୁଅନ୍ତେ, ତାହାର ଉଦରରେ ଯାଆଁଳା ସନ୍ତାନ ଥିବାର ଦେଖାଗଲା। Viz kapitolaପବିତ୍ର ବାଇବଲ (Re-edited) - (BSI)27 ପୁଣି ତାମରର ପ୍ରସବକାଳ ଉପସ୍ଥିତ ହୁଅନ୍ତେ, ତାହାର ଉଦରରେ ଯାଆଁଳା ସନ୍ତାନ ଥିବାର ଦେଖାଗଲା। Viz kapitolaଓଡିଆ ବାଇବେଲ27 ପୁଣି, ତାମରର ପ୍ରସବକାଳ ଉପସ୍ଥିତ ହୁଅନ୍ତେ, ତାହାର ଉଦରରେ ଯାଆଁଳା ସନ୍ତାନ ଥିବାର ଦେଖାଗଲା। Viz kapitolaପବିତ୍ର ବାଇବଲ27 ତାମରର ଜନ୍ମ କରିବା ସମୟ ଆସିଲା, ସେମାନେ ଦେଖିଲେ ସେ ଯାଆଁଳା ଜନ୍ମ କରିବ। Viz kapitola |