Online Bible

- Reklamy -




ଆଦି ପୁସ୍ତକ 36:24 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ପୁଣି, ସିବୀୟୋନ୍‍ର ପୁତ୍ର ଅୟା ଓ ଅନା; ଏହି ଅନା ଆପଣା ପିତା ସିବୀୟୋନ୍‍ର ଗଧ ଚରାଇବା ସମୟରେ ପ୍ରାନ୍ତରରେ ଉଷ୍ଣ ଜଳର ଝର ଆବିଷ୍କାର କଲା।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

24 ପୁଣି ସିବୀୟନର ପୁତ୍ର ଅୟା ଓ ଅନା; ଏହି ଅନା ଆପଣା ପିତା ସିବୀୟନର ଗଧ ଚରାଇବା ସମୟରେ ପ୍ରାନ୍ତରରେ ଉଷ୍ଣ ଜଳର ଝର ଆବିଷ୍କାର କଲା।

Viz kapitola kopírovat

ଓଡିଆ ବାଇବେଲ

24 ପୁଣି, ସିବୀୟୋନ୍‌ର ପୁତ୍ର ଅୟା ଓ ଅନା; ଏହି ଅନା ଆପଣା ପିତା ସିବୀୟୋନ୍‍ର ଗଧ ଚରାଇବା ସମୟରେ ପ୍ରାନ୍ତରରେ ଉଷ୍ଣ ଜଳର ଝର ଆବିଷ୍କାର କଲା।

Viz kapitola kopírovat

ପବିତ୍ର ବାଇବଲ

24 ସିବିୟୋନଙ୍କର ଦୁଇଜଣ ପୁତ୍ର ଥିଲେ, ଅୟା ଓ ଅନା। ଅନା ନିଜର ପିତା ସିବିୟୋନଙ୍କର ଗଧ ଚରାଇବା ସମୟରେ ପ୍ରାନ୍ତରରେ ଉଷ୍ଣ ଜଳର ଝର ଆବିଷ୍କାର କରିଥିଲେ।

Viz kapitola kopírovat




ଆଦି ପୁସ୍ତକ 36:24

Následuj nás:

Reklamy


Reklamy