ଆଦି ପୁସ୍ତକ 31:47 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT47 ଏଥିଉତ୍ତାରେ ଲାବନ ତାହାର ନାମ ଯିଗର-ସାହଦୂଥା ରଖିଲା, ମାତ୍ର ଯାକୁବ ତାହାର ନାମ ଗଲୟଦ୍ (ସାକ୍ଷୀ ରାଶୀ) ରଖିଲା। Viz kapitolaପବିତ୍ର ବାଇବଲ (Re-edited) - (BSI)47 ଅନନ୍ତର ଲାବନ ତାହାର ନାମ ଯିଗର-ସାହଦୂଥା (ସାକ୍ଷୀ ରାଶି) ରଖିଲା, ମାତ୍ର ଯାକୁବ ତାହାର ନାମ ଗଲ-ୟଦ୍ (ସାକ୍ଷୀ ରାଶୀ) ରଖିଲା। Viz kapitolaଓଡିଆ ବାଇବେଲ47 ଏଥିଉତ୍ତାରେ ଲାବନ ତାହାର ନାମ ଯିଗର-ସାହଦୂଥା ରଖିଲା, ମାତ୍ର ଯାକୁବ ତାହାର ନାମ ଗଲୟଦ୍ (ସାକ୍ଷୀ ରାଶୀ) ରଖିଲା।” Viz kapitolaପବିତ୍ର ବାଇବଲ47 ଲାବନ ସେହି ସ୍ଥାନର ନାମ ଦେଲେ ଯିଗର୍-ସାହଦୂଥା କିନ୍ତୁ ଯାକୁବ ସେହି ସ୍ଥାନର ନାମ ରଖିଲେ ଗଲ-ୟଦ। Viz kapitola |