ଆଦି ପୁସ୍ତକ 31:19 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 ସେହି ସମୟରେ ଲାବନ ମେଷର ଲୋମ ଛେଦନ କରିବାକୁ ଯାଇଥିଲା; ପୁଣି, ରାହେଲ ଆପଣା ପିତାଙ୍କର ଠାକୁରମାନଙ୍କୁ ହରଣ କଲା। Viz kapitolaପବିତ୍ର ବାଇବଲ (Re-edited) - (BSI)19 ସେହି ସମୟରେ ଲାବନ ମେଷଲୋମ ଛେଦନ କରିବାକୁ ଯାଇଥିଲା; ପୁଣି ରାହେଲ ଆପଣା ପିତାର ଠାକୁରମାନଙ୍କୁ ହରଣ କଲା। Viz kapitolaଓଡିଆ ବାଇବେଲ19 ସେହି ସମୟରେ ଲାବନ ମେଷର ଲୋମ ଛେଦନ କରିବାକୁ ଯାଇଥିଲା; ପୁଣି, ରାହେଲ ଆପଣା ପିତାଙ୍କର ଠାକୁରମାନଙ୍କୁ ହରଣ କଲା। Viz kapitolaପବିତ୍ର ବାଇବଲ19 ଏହି ସମୟରେ ଲାବନ ମେଷପଲରୁ ଲୋମ ଛେଦନ କରିବାକୁ ଯାଇଥିଲେ। ଯେତେବେଳେ ସେ ଯାଇଥିଲେ, ରାହେଲ ଆପଣା ପିତାଙ୍କର ଘରର ଦେବତାମାନଙ୍କୁ ଗ୍ଭେରି କଲେ। Viz kapitola |