ଆଦି ପୁସ୍ତକ 24:58 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT58 ଏଥିଉତ୍ତାରେ ସେମାନେ ରିବିକାକୁ ଡାକି କହିଲେ, “ତୁମ୍ଭେ କି ଏହି ମନୁଷ୍ୟ ସଙ୍ଗରେ ଯିବ?” ତହୁଁ ସେ କହିଲା, “ଯିବି।” Viz kapitolaପବିତ୍ର ବାଇବଲ (Re-edited) - (BSI)58 ଅନନ୍ତର ସେମାନେ ରିବିକାକୁ ଡାକି କହିଲେ, ତୁମ୍ଭେ କି ଏହି ମନୁଷ୍ୟ ସଙ୍ଗରେ ଯିବ? ତହୁଁ ସେ କହିଲା, ଯିବି। Viz kapitolaଓଡିଆ ବାଇବେଲ58 ଏଥିଉତ୍ତାରେ ସେମାନେ ରିବିକାକୁ ଡାକି କହିଲେ, “ତୁମ୍ଭେ କି ଏହି ମନୁଷ୍ୟ ସଙ୍ଗରେ ଯିବ ?” ତହୁଁ ସେ କହିଲା, “ଯିବି।” Viz kapitolaପବିତ୍ର ବାଇବଲ58 ସେମାନେ ରିବିକାକୁ ଡାକି ପଗ୍ଭରିଲେ, “ତୁମ୍ଭେ ଏହି ଲୋକ ସହିତ ବର୍ତ୍ତମାନ ଯିବାକୁ ଗ୍ଭହଁ କି?” ରିବିକା ଉତ୍ତର ଦେଲେ, “ହଁ, ମୁଁ ଯିବି।” Viz kapitola |