ଗାଲାତୀୟ 5:8 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT8 ତୁମ୍ଭମାନଙ୍କ ଆହ୍ୱାନକର୍ତ୍ତା ଈଶ୍ବରଙ୍କଠାରୁ ଏହି ପ୍ରବର୍ତ୍ତନା ଆସି ନାହିଁ। Viz kapitolaପବିତ୍ର ବାଇବଲ (Re-edited) - (BSI)8 ତୁମ୍ଭମାନଙ୍କ ଆହ୍ଵାନକର୍ତ୍ତାଙ୍କଠାରୁ ଏହି ପ୍ରବର୍ତ୍ତନା ଆସି ନାହିଁ। Viz kapitolaଓଡିଆ ବାଇବେଲ8 ତୁମ୍ଭମାନଙ୍କ ଆହ୍ୱାନକର୍ତ୍ତାଙ୍କଠାରୁ ଏହି ପ୍ରବର୍ତ୍ତନା ଆସି ନାହିଁ । Viz kapitolaପବିତ୍ର ବାଇବଲ (CL) NT (BSI)8 ତୁମ୍ଭମାନଙ୍କୁ ଭୁଲ୍ ବାଟରେ ଯିବାକୁ ସେ କିପରି ପ୍ରବର୍ତ୍ତାଇଲା? ତୁମ୍ଭମାନଙ୍କୁ ଆହ୍ୱାନ କରିଥିବା ଈଶ୍ୱରଙ୍କ ପକ୍ଷରୁ ଏହା ହୋଇ ନାହିଁ। Viz kapitolaପବିତ୍ର ବାଇବଲ8 ତୁମ୍ଭକୁ ଯେଉଁ ପ୍ରକାର ପ୍ରବର୍ତ୍ତନା ଦିଆଯାଇଥାଉ ନା କାହିଁକି, ସେହି ପ୍ରବର୍ତ୍ତନା ପରମେଶ୍ୱରଙ୍କଠାରୁ ଆସି ନାହିଁ, ଯେ ତୁମ୍ଭକୁ ମନୋନୀତ କରିଥିଲେ। Viz kapitola |