ଯିହିଜିକଲ 5:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ଓ ତହିଁ ମଧ୍ୟରୁ ହିଁ କିଛି ନେଇ ଅଗ୍ନି ମଧ୍ୟରେ ପକାଇ ଦଗ୍ଧ କରିବ, ତହିଁରୁ ଅଗ୍ନି ନିର୍ଗତ ହୋଇ ଇସ୍ରାଏଲ ବଂଶ ମଧ୍ୟକୁ ଆସିବ। Viz kapitolaପବିତ୍ର ବାଇବଲ (Re-edited) - (BSI)4 ଓ ତହିଁ ମଧ୍ୟରୁ ହିଁ କିଛି ନେଇ ଅଗ୍ନି ମଧ୍ୟରେ ପକାଇ ଦଗ୍ଧ କରିବ, ତହିଁରୁ ଅଗ୍ନି ନିର୍ଗତ ହୋଇ ଇସ୍ରାଏଲ-ବଂଶ ମଧ୍ୟକୁ ଆସିବ। Viz kapitolaଓଡିଆ ବାଇବେଲ4 ଓ ତହିଁ ମଧ୍ୟରୁ ହିଁ କିଛି ନେଇ ଅଗ୍ନି ମଧ୍ୟରେ ପକାଇ ଦଗ୍ଧ କରିବ, ତହିଁରୁ ଅଗ୍ନି ନିର୍ଗତ ହୋଇ ଇସ୍ରାଏଲ ବଂଶ ମଧ୍ୟକୁ ଆସିବ।” Viz kapitolaପବିତ୍ର ବାଇବଲ4 ଏହି ବାଳଗୁଡ଼ିକରୁ କିଛି ଅଧିକ ନିଅ ଏବଂ ସେଗୁଡ଼ିକ ଅଗ୍ନିରେ ଫୋପାଡ଼ି ଦିଅ ଏବଂ ସେଗୁଡ଼ିକ ଦଗ୍ଧ କର, କାରଣ ଇସ୍ରାଏଲସାରା ଆମ୍ଭେ ଅଗ୍ନି ପଠାଇବା।” Viz kapitola |