ଯାତ୍ରା ପୁସ୍ତକ 30:1 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 “ଆଉ ତୁମ୍ଭେ ଧୂପ ଜଳାଇବା ପାଇଁ ଶିଟୀମ୍ କାଷ୍ଠର ଏକ ବେଦି ନିର୍ମାଣ କରିବ। Viz kapitolaପବିତ୍ର ବାଇବଲ (Re-edited) - (BSI)1 ଆଉ ତୁମ୍ଭେ ଧୂପ ଜ୍ଵଳାଇବା ପାଇଁ ଶିଟୀମ୍ କାଷ୍ଠର ଏକ ବେଦି ନିର୍ମାଣ କରିବ। Viz kapitolaଓଡିଆ ବାଇବେଲ1 ଆଉ ତୁମ୍ଭେ ଧୂପ ଜଳାଇବା ପାଇଁ ଶିଟୀମ୍ କାଷ୍ଠର ଏକ ବେଦି ନିର୍ମାଣ କରିବ। Viz kapitolaପବିତ୍ର ବାଇବଲ1 “ଶିଟୀମ୍ କାଠରେ ଏକ ବେଦି ନିର୍ମାଣ କର। ତୁମ୍ଭେ ଏହି ବେଦିକୁ ଧୂପ ଜଳାଇବା ପାଇଁ ବ୍ୟବହାର କରିବା ଉଚିତ୍। Viz kapitola |