ଯାତ୍ରା ପୁସ୍ତକ 25:30 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT30 ତୁମ୍ଭେ ସେହି ମେଜ ଉପରେ ଆମ୍ଭ ସମ୍ମୁଖରେ ସର୍ବଦା ଦର୍ଶନୀୟ ରୁଟି ରଖିବ। Viz kapitolaପବିତ୍ର ବାଇବଲ (Re-edited) - (BSI)30 ତୁମ୍ଭେ ସେହି ମେଜ ଉପରେ ଆମ୍ଭ ଅଗ୍ରତେ ନିତ୍ୟ ନିତ୍ୟ ଦର୍ଶନୀୟ ରୋଟୀ ରଖିବ। Viz kapitolaଓଡିଆ ବାଇବେଲ30 ତୁମ୍ଭେ ସେହି ମେଜ ଉପରେ ଆମ୍ଭ ସମ୍ମୁଖରେ ସର୍ବଦା ଦର୍ଶନୀୟ ରୁଟି ରଖିବ। Viz kapitolaପବିତ୍ର ବାଇବଲ30 ସେହି ମେଜ ଉପରେ, ମୋ’ ସମ୍ମୁଖରେ ସବୁ ସମୟରେ ଦର୍ଶନୀୟ ରୋଟୀ ରଖ। Viz kapitola |