ଯାତ୍ରା ପୁସ୍ତକ 22:20 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT20 ଯେଉଁ ଲୋକ କେବଳ ସଦାପ୍ରଭୁଙ୍କ ବିନା କୌଣସି ଦେବତା ନିକଟରେ ବଳିଦାନ କରେ, ସେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହେବ। Viz kapitolaପବିତ୍ର ବାଇବଲ (Re-edited) - (BSI)20 ଯେଉଁ ଲୋକ କେବଳ ସଦାପ୍ରଭୁଙ୍କ ବିନା କୌଣସି ଦେବତା ନିକଟରେ ବଳିଦାନ କରେ,ସେ ବର୍ଜ୍ଜନୀୟ ରୂପେ ବିନଷ୍ଟ ହେବ। Viz kapitolaଓଡିଆ ବାଇବେଲ20 ଯେଉଁ ଲୋକ କେବଳ ସଦାପ୍ରଭୁଙ୍କ ବିନା କୌଣସି ଦେବତା ନିକଟରେ ବଳିଦାନ କରେ, ସେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହେବ। Viz kapitolaପବିତ୍ର ବାଇବଲ20 “ଯଦି କେହି ଲୋକ ସଦାପ୍ରଭୁଙ୍କ ବିନା ଅନ୍ୟ କୌଣସି ଦେବତାଙ୍କୁ ବଳିଦାନ ଉତ୍ସର୍ଗ କରେ, ତେବେ ସେ ବର୍ଜ୍ଜନୀୟ ହୋଇ ବିନଷ୍ଟ ହେବ। Viz kapitola |