ଯାତ୍ରା ପୁସ୍ତକ 18:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ପୁଣି, ଅନ୍ୟର ନାମ ଇଲୀୟେଜର, କାରଣ ସେ କହିଥିଲେ, “ମୋʼ ପିତାଙ୍କ ପରମେଶ୍ୱର ମୋହର ଉପକାରୀ ହୋଇ ଫାରୋଙ୍କର ଖଡ୍ଗରୁ ମୋତେ ଉଦ୍ଧାର କଲେ।” Viz kapitolaପବିତ୍ର ବାଇବଲ (Re-edited) - (BSI)4 ପୁଣି ଅନ୍ୟର ନାମ ଇଲୀୟେଷର (ପରମେଶ୍ଵର ଉପକାରୀ), କାରଣ ସେ କହିଥିଲେ, ମୋʼ ପିତାଙ୍କ ପରମେଶ୍ଵର ମୋହର ଉପକାରୀ ହୋଇ ଫାରୋଙ୍କର ଖଡ଼୍ଗରୁ ମୋତେ ଉଦ୍ଧାର କଲେ। Viz kapitolaଓଡିଆ ବାଇବେଲ4 ପୁଣି, ଅନ୍ୟର ନାମ ଇଲୀୟେଜର, କାରଣ ସେ କହିଥିଲେ, “ମୋ’ ପିତାଙ୍କ ପରମେଶ୍ୱର ମୋହର ଉପକାରୀ ହୋଇ ଫାରୋଙ୍କର ଖଡ୍ଗରୁ ମୋତେ ଉଦ୍ଧାର କଲେ।” Viz kapitolaପବିତ୍ର ବାଇବଲ4 ଅନ୍ୟ ପୁତ୍ରଟିର ନାମ ଦେଇଥିଲେ ଇଲୀୟେଷର, କାରଣ ତା'ର ଜନ୍ମ ସମୟରେ ମୋଶା କହିଲେ, “ମୋର ପିତାଙ୍କର ପରମେଶ୍ୱର ମୋତେ ସାହାଯ୍ୟ କଲେ ଏବଂ ଫାରୋଙ୍କର ଖଡ଼୍ଗରୁ ରକ୍ଷା କଲେ।” Viz kapitola |