Online Bible

- Reklamy -




ଦ୍ଵିତୀୟ ବିବରଣ 29:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସେହି ମହା ମହା ପରଖ, ଚିହ୍ନ ଓ ମହତ୍ ଆଶ୍ଚର୍ଯ୍ୟ-କର୍ମସକଳ ତୁମ୍ଭର ଚକ୍ଷୁ ଦେଖିଅଛି,

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

3 ସେହି ମହା ମହା ପରଖ, ଚିହ୍ନ ଓ ମହତ ଆଶ୍ଚର୍ଯ୍ୟ-କର୍ମସକଳ ତୁମ୍ଭର ଚକ୍ଷୁ ଦେଖିଅଛି;

Viz kapitola kopírovat

ଓଡିଆ ବାଇବେଲ

3 ସେହି ମହା ମହା ପରଖ, ଚିହ୍ନ ଓ ମହତ୍ ଆଶ୍ଚର୍ଯ୍ୟ-କର୍ମ ସକଳ ତୁମ୍ଭର ଚକ୍ଷୁ ଦେଖିଅଛି,

Viz kapitola kopírovat

ପବିତ୍ର ବାଇବଲ

3 ତୁମ୍ଭେମାନେ ଦେଖିଛ ସଦାପ୍ରଭୁ ସେମାନଙ୍କୁ କିଭଳି ଭାବରେ କଷ୍ଟ ଦେଇଛନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କର ସେହି ଚମତ୍କାର ଆଶ୍ଚର୍ଯ୍ୟ କର୍ମମାନ ଦେଖିଛ।

Viz kapitola kopírovat




ଦ୍ଵିତୀୟ ବିବରଣ 29:3

Následuj nás:

Reklamy


Reklamy