Online Bible

- Reklamy -




ଦ୍ଵିତୀୟ ବିବରଣ 28:18 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ତୁମ୍ଭ ଔରସର ସନ୍ତାନ, ଭୂମିର ଫଳ, ତୁମ୍ଭ ଗୋବତ୍ସ ଓ ମେଷପଲର ଶାବକ ଶାପଗ୍ରସ୍ତ ହେବ;

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

18 ତୁମ୍ଭ ଶରୀରଫଳ ଓ ଭୂମିଫଳ ଓ ତୁମ୍ଭ ଗୋବତ୍ସ ଓ ମେଷପଲର ଶାବକ ଶାପଗ୍ରସ୍ତ ହେବ।

Viz kapitola kopírovat

ଓଡିଆ ବାଇବେଲ

18 ତୁମ୍ଭ ଔରଷର ସନ୍ତାନ, ଭୂମିରଫଳ, ତୁମ୍ଭ ଗୋବତ୍ସ ଓ ମେଷପଲର ଶାବକ ଶାପଗ୍ରସ୍ତ ହେବ;

Viz kapitola kopírovat

ପବିତ୍ର ବାଇବଲ

18 ସଦାପ୍ରଭୁ ତୁମ୍ଭକୁ ଅଭିଶାପ ଦେବେ ଏବଂ ତୁମ୍ଭେମାନେ ବହୁ ସନ୍ତାନର ଅଧିକାରୀ ହେବ ନାହିଁ। ସେ ତୁମ୍ଭର କ୍ଷେତ୍ରକୁ ଅଭିଶପ୍ତ କରିବେ ଏବଂ ତୁମ୍ଭେ ଉତ୍ତମ ଫସଲର ଅଧିକାରୀ ହେବ ନାହିଁ। ସେ ତୁମ୍ଭର ପଶୁମାନଙ୍କୁ ଅଭିଶାପ ଦେବେ, ତାଙ୍କର ଅନେକ ଶାବକ ହେବେ ନାହିଁ। ସେ ତୁମ୍ଭର ଗାଈ ଓ ମେଷମାନଙ୍କୁ ମଧ୍ୟ ଅଭିଶାପ ଦେବେ।

Viz kapitola kopírovat




ଦ୍ଵିତୀୟ ବିବରଣ 28:18

Následuj nás:

Reklamy


Reklamy