କଲସୀୟ 3:23 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT23 ତୁମ୍ଭେମାନେ ଯାହା କିଛି କର, ପ୍ରଭୁଙ୍କ ନିମନ୍ତେ କଲା ପରି ଅନ୍ତର ସହ ତାହା କର, ମନୁଷ୍ୟ ନିମନ୍ତେ କଲା ପରି କର ନାହିଁ; Viz kapitolaପବିତ୍ର ବାଇବଲ (Re-edited) - (BSI)23 ତୁମ୍ଭେମାନେ ଯାହା କିଛି କର, ପ୍ରଭୁଙ୍କ ନିମନ୍ତେ କଲା ପରି ଅନ୍ତର ସହ ତାହା କର, ମନୁଷ୍ୟ ନିମନ୍ତେ କଲା ପରି କର ନାହିଁ; Viz kapitolaଓଡିଆ ବାଇବେଲ23 ତୁମ୍ଭେମାନେ ଯାହା କିଛି କର, ପ୍ରଭୁଙ୍କ ନିମନ୍ତେ କଲାପରି ଅନ୍ତର ସହ ତାହା କର, ମନୁଷ୍ୟ ନିମନ୍ତେ କଲାପରି କର ନାହିଁ; Viz kapitolaପବିତ୍ର ବାଇବଲ (CL) NT (BSI)23 ତୁମ୍ଭେମାନେ ଯାହା କର, ତାହା ମନୁଷ୍ୟ ପାଇଁ ନ କରି ଈଶ୍ୱରଙ୍କ ପାଇଁ କରୁଛ ବୋଲି ଭାବି ପୂର୍ଣ୍ଣପ୍ରାଣରେ କର। Viz kapitolaପବିତ୍ର ବାଇବଲ23 ସମସ୍ତ କାମଗୁଡ଼ିକ କଲାବେଳେ ସବୁଠାରୁ ଭଲ କରିବ ପାଇଁ ଚେଷ୍ଟା କର। ପ୍ରଭୁଙ୍କର ସେବା କରୁଛ, ଲୋକମାନଙ୍କର ନୁହେଁ ବୋଲି ଭାବି କାମ କର। Viz kapitola |